Browsing Oriya translation

Don't show this notice anymore
Before translating, be sure to go through Ubuntu Translators instructions and Oriya guidelines.
16 of 6 results
20.
No terminal command has been defined.
There are line breaks here. Each one represents a line break. Start a new line in the equivalent position in the translation.
%d ନିର୍ଦ୍ଦେଶ ବ୍ଯାଖ୍ଯା କରାଯାଇ ନାହିଁ.
Translated and reviewed by Gora Mohanty
In upstream:
କୌଣସି ଟର୍ମିନାଲ ନିର୍ଦ୍ଦେଶ ବ୍ଯାଖ୍ଯା କରାଯାଇ ନାହିଁ.
Suggested by Manoj Kumar Giri
Located in ../src/core/keybindings.c:3398
41.
_Always on Visible Workspace
Translators: Translate this string the same way as you do in libwnck!
କେବଳ ଏହି କାର୍ଯ୍ଯକ୍ଷେତ୍ରରେ (_T)
Translated and reviewed by Gora Mohanty
In upstream:
ସଦାବେଳେ ଦୃଶ୍ଯମାନ କାର୍ଯ୍ଯକ୍ଷେତ୍ରରେ (_A)
Suggested by Manoj Kumar Giri
Located in src/ui/menu.c:86
87.
If true, ignore the titlebar_font option, and use the standard application font for window titles.
ଏହା ସତ ହେଲେ,
Translated and reviewed by Gora Mohanty
In upstream:
ଏହା ସତ ହେଲେ, ଶୀର୍ଷକପଟି_ଅକ୍ଷରରୂପ ପସନ୍ଦକୁ ଏଡ଼ାଇ, ୱିଣ୍ଡୋ ଶୀର୍ଷକ ପାଇଁ ସାଧାରଣ ପ୍ରୟୋଗ ଅକ୍ଷରରୂପ ବ୍ଯବହାର କରନ୍ତୁ.
Suggested by Manoj Kumar Giri
Located in ../src/metacity.schemas.in.in.h:28
88.
If true, metacity will give the user less feedback and less sense of "direct manipulation", by using wireframes, avoiding animations, or other means. This is a significant reduction in usability for many users, but may allow legacy applications and terminal servers to function when they would otherwise be impractical. However, the wireframe feature is disabled when accessibility is on to avoid weird desktop breakages.
ଏହା ସତ ହେଲେ, ମେଟାସିଟି ତାର ଆକୃତି ବ୍ଯବହାର କରି, ଜୀବନାୟନଗୁଡ଼ିକୁ ଏଡ଼ାଇ, ଓ ଅନ୍ଯ ଉପାୟ ଦ୍ବାରା ବ୍ଯବହାରକାରୀକୁ କମ ପ୍ରତିକ୍ରିୟା ଏବଂ "ପ୍ରତ୍ଯକ୍ଷ ପ୍ରକଳନ"ର କମ ଭାବ ଦେବ. ଅନେକ ବ୍ଯବହାରକାରୀଙ୍କ ଏହା ବ୍ଯବହାରଯୋଗ୍ଯତାକୁ ଢେର କମେଇ ଦିଏ, କିନ୍ତୁ ଏହା ଦ୍ବାରା ପୁରୁଣା ପ୍ରୟୋଗ ଓ ଟର୍ମିନାଲ ସେବକ ଚଲାଯାଇ ପାରିବ, ନଚେତ୍ ଜେଉଁଟାକି ଅବ୍ଯବହାରିକ ରୁହନ୍ତା
Translated and reviewed by Gora Mohanty
In upstream:
ଏହା ସତ ହେଲେ, ମେଟାସିଟି ତାର ଆକୃତି ବ୍ଯବହାର କରି, ଜୀବନାୟନଗୁଡ଼ିକୁ ଏଡ଼ାଇ, ବା ଅନ୍ଯ ଉପାୟ ଦ୍ବାରା ବ୍ଯବହାରକାରୀକୁ କମ ପ୍ରତିକ୍ରିୟା, ଓ "ପ୍ରତ୍ଯକ୍ଷ ପ୍ରକଳନ"ର କମ ଭାବ ଦେବ. ଅନେକ ବ୍ଯବହାରକାରୀଙ୍କ ଏହା ବ୍ଯବହାରଯୋଗ୍ଯତାକୁ ଢେର କମେଇ ଦିଏ, କିନ୍ତୁ ଏହା ଦ୍ବାରା ପୁରୁଣା ପ୍ରୟୋଗ ଓ ଟର୍ମିନାଲ ସେବକ ଚଲାଯାଇ ପାରିବ, ନଚେତ୍ ଜେଉଁଟାକି ଅବ୍ଯବହାରିକ ରୁହନ୍ତା. ତଥାପି, ବ୍ଯବହାରସରଳତା ସକ୍ରିୟ କରାଯାଇଥିଲେ, ଅଦ୍ଭୁତ ଡେସ୍କଟପ ସମସ୍ଯା ଏଡ଼ାଇବା ପାଇଁ, ତାର ଆକୃତି ନିଷ୍କ୍ରିୟ କରାଯିବ.
Suggested by Gora Mohanty
Located in ../src/metacity.schemas.in.h:19
211.
The keybinding which display's the panel's "Run Application" dialog box. The format looks like "<Control>a" or "<Shift><Alt>F1". The parser is fairly liberal and allows lower or upper case, and also abbreviations such as "<Ctl>" and "<Ctrl>". If you set the option to the special string "disabled", then there will be no keybinding for this action.
ଚାବିବନ୍ଧନୀ ଯେଉଁଟାକି ଫଳକଗୁଡ଼ିକୁ ପ୍ରଦର୍ଶିତ କରେ. ସଜ୍ଜିକରଣ ଶୈଳୀ ହେଲା "<Control>a" ବା "<Shift><Alt>F1". ବିଶ୍ଳେଷକଟି ବେଶ୍ ଉଦାରମନା, ଓ ଛୋଟ ବା ବଡ଼ ଅକ୍ଷର, ଏବଂ "<Ctl>", "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ. ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କଲେ, ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ.
Translated and reviewed by Gora Mohanty
In upstream:
ଚାବିବନ୍ଧନୀ ଯେଉଁଟାକି ଫଳକର "ପ୍ରୟୋଗ ଚଳାନ୍ତୁ" ସଂଳାପ ବାକ୍ସ ପ୍ରଦର୍ଶିତ କରେ. ସଜ୍ଜିକରଣ ଶୈଳୀ ହେଲା "<Control>a" ବା "<Shift><Alt>F1". ବିଶ୍ଳେଷକଟି ବେଶ୍ ଉଦାରମନା, ଓ ଛୋଟ ବା ବଡ଼ ଅକ୍ଷର, ଏବଂ "<Ctl>", "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ. ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କଲେ, ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ.
Suggested by Gora Mohanty
212.
The keybinding which invokes a terminal. The format looks like "<Control>a" or "<Shift><Alt>F1". The parser is fairly liberal and allows lower or upper case, and also abbreviations such as "<Ctl>" and "<Ctrl>". If you set the option to the special string "disabled", then there will be no keybinding for this action.
ଚାବିବନ୍ଧନୀ ଯେଉଁଟାକି ଫଳକର ପ୍ରଧାନ ମେନୁକୁ ପ୍ରଦର୍ଶିତ କରେ. ସଜ୍ଜିକରଣ ଶୈଳୀ ହେଲା "<Control>a" ବା "<Shift><Alt>F1". ବିଶ୍ଳେଷକଟି ବେଶ୍ ଉଦାରମନା, ଓ ଛୋଟ ବା ବଡ଼ ଅକ୍ଷର, ଏବଂ "<Ctl>", "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ. ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କଲେ, ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ.
Translated and reviewed by Gora Mohanty
In upstream:
ଚାବିବନ୍ଧନୀ ଯେଉଁଟାକି ଗୋଟିଏ ଟର୍ମିନାଲକୁ ଆବାହନ କରେ. ସଜ୍ଜିକରଣ ଶୈଳୀ ହେଲା "<Control>a" ବା "<Shift><Alt>F1". ବିଶ୍ଳେଷକଟି ବେଶ୍ ଉଦାରମନା, ଓ ଛୋଟ ବା ବଡ଼ ଅକ୍ଷର, ଏବଂ "<Ctl>", "<Ctrl>" ଭଳି ସଂକ୍ଷେପ ମଧ୍ଯ ଗ୍ରହଣ କରେ. ଆପଣ ଏହି ଚୟନକୁ ବିଶେଷ ବାକ୍ଯଖଣ୍ଡ "disabled" ରୂପେ ବିନ୍ଯାସ କଲେ, ଏହି କାର୍ଯ୍ଯ ପାଇଁ ଚାବିବନ୍ଧନୀ ରହିବ ନାହିଁ.
Suggested by Gora Mohanty
16 of 6 results

This translation is managed by Ubuntu Odia (Oriya) localization, assigned by Ubuntu Translators.

You are not logged in. Please log in to work on translations.

Contributors to this translation: Gora Mohanty, Manoj Kumar Giri.